ଉତ୍ତର ପ୍ରଦେଶରେ ବିଜେପି ଆଗୁଆ

ଉତ୍ତର ପ୍ରଦେଶରେ ବିଜେପି ଆଗୁଆ

ଉତ୍ତର ପ୍ରଦେଶରେ ବିଜେପି ଆଗୁଆ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ବିଜେପି ୧୭୬ ଆସନରେ ଆଗୁଆ ଥିବାବେଳେ ଏସପି ୭୭ ଆସନରେ ଆଗୁଆ ରହିଛି  । ଯେତେବେଳେକି ବିଏସପି ୩, କଂଗ୍ରେସ ୩ ଓ ଅନ୍ୟ ଦଳ ୨ ଆସନରେ ଆଗୁଆ ରହିଛନ୍ତି  ।

ଉତରପ୍ରଦେଶରେ ୪୦୩ ବିଧାନସଭା ଆସନ ରହିଛି  । ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୧୨ ଆସନରେ ବାଜିମାତ କରିଥିବାବେଳେ ବହୁଜନ ସମାଜ ପାର୍ଟି ୧୯ ଆସନରେ ଜିତିଥିଲା  । ଯେତେବେଳେକି ସମାଜବାଦୀ ପାର୍ଟିକୁ ୪୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା  । ଭାରତୀୟ ଜାତୀୟ କଂଗ୍ରେସ ୭ ଆସନରେ ଜିତିଥିବାବେଳେ ସ୍ୱାଧୀନ ଭାବେ ୩ ଜଣ ଜିଣିଥିଲେ  । ଅପରପକ୍ଷରେ ରାଷ୍ଟ୍ରୀୟ ଲୋକ ଦଳକୁ ଗୋଟିଏ, ଅପନା ଦଳକୁ ୯ଟି, ସୁହେଲଦେବ ଭାରତୀୟ ସମାଜ ପାର୍ଟିକୁ ୪ ଓ ନିର୍ବଳ ଭାରତୀୟ ଶୋଷିତ ହମରା ଆମ ଦଳକୁ ଗୋଟିଏ ଆସନ ମିଳିଥିଲା  । ଭାରତୀୟ ଜନତା ପାର୍ଟି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା