ଏଥର ହାଇକୋର୍ଟର ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡରେ ଚାଲିବ

ଏଥର ହାଇକୋର୍ଟର ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡରେ ଚାଲିବ

ଏଥର ହାଇକୋର୍ଟର ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡରେ ଚାଲିବ
ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ୫ ତାରିଖରୁ ଭର୍ଚୁଆଲ ମୋଡରେ ଚାଲିବ ହୋଇକୋର୍ଟ । କରୋନା ସଂକ୍ରମଣ ବୃଦ୍ଧି ପରେ ହାଇକୋର୍ଟ ପକ୍ଷରୁ ଏହି ନିଦେ୍ର୍ଧଶ ଜାରି କରାଯାଇଛି । ଅନ୍ୟାଦେଶ ଯାଏଁ ଭର୍ଚୁଆଲ ମୋଡରେ ହାଇକୋର୍ଟ ଚାଲିବ । ମେଲ, ଡ୍ରପ ବକ୍ସ ଜରିଆରେ ମାମଲା ଫାଇଲିଂ କରିହେବ ।