ଏପ୍ରିଲ ସୁଦ୍ଧା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିପାରେ

ଏପ୍ରିଲ ସୁଦ୍ଧା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିପାରେ

ଏପ୍ରିଲ ସୁଦ୍ଧା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିପାରେ
ଭୁବନେଶ୍ୱର: ଏପ୍ରିଲ ସୁଦ୍ଧା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିପାରେ ବୋଲି ଆଶଙ୍କା କରାଯାଉଛି । ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପୂର୍ବତଟ ରେଲୱେରେ ୮୨ ଯୋଡା ଏକ୍ସପ୍ରେସ ଟ୍ରେନ ଚାଲେ । କୋଭିଡ କଟକଣା ପାଇଁ ୫୯ ଯୋଡା ଏକ୍ସପ୍ରେସ ଟ୍ରେନ ଚାଲିଛି । ପାସେଞ୍ଜର ଟ୍ରେନ ୨୯ଟି ଚାଲେ, ମାତ୍ର ଏବେ ସବୁ ବନ୍ଦ ଅଛି । ଏପ୍ରିଲ ସୁଦ୍ଧା ସବୁ ଟ୍ରେନ ଚାଲିପାରେ ବୋଲି ଲୋକ ସମ୍ପର୍କ ଅଧିକାରୀଙ୍କ ଠୁ ସୂଚନା ମିଳିଛି । ରାଜ୍ୟ ସରକାର ଇସିଆର ବୋର୍ଡ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି ।