କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ୟେଦୁ୍ୟରପ୍ପା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ୟେଦୁ୍ୟରପ୍ପା
ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ବିଏସ ୟେଦୁ୍ୟରପ୍ପାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ମଧ୍ୟାହ୍ନ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ । ସରକାରର ୨ ବର୍ଷ ପାଳନ ଅବସରରେ ଘୋଷଣା କରିଛନ୍ତି । ଇସ୍ତଫା ନେଇ ଘୋଷଣା ନେଇ ଘୋଷଣା ବେଳେ ଭାବବିହ୍ୱଳ ହୋଇ ପଡିଲେ ୟେଦୁ୍ୟରପ୍ପା । ଗତ ୨ ବର୍ଷ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଥିଲେ । ଆଜି ଚତୁର୍ଥ ପାଳିର ୨ ବର୍ଷ ପୁରୁଥିଲା । ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ୟେଦୁ୍ୟରପ୍ପା ।




admin 