କାଲି ଶଙ୍ଖ ଫୁଙ୍କିବେ ପ୍ରଦୀପ

କାଲି ଶଙ୍ଖ ଫୁଙ୍କିବେ ପ୍ରଦୀପ

କାଲି ଶଙ୍ଖ ଫୁଙ୍କିବେ ପ୍ରଦୀପ
ଭୁବନେଶ୍ୱର: କଂଗ୍ରେସ ଛାଡିଥିବା ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ପ୍ରଦୀପ ମାଝି ଶନିବାର ବିଜେଡିରେ ମିଶିବେ। ନବରଙ୍ଗପୁରରେ ଏକ ବଡ଼ ମିଶ୍ରଣ ପର୍ବରେ ବହୁ ସଂଖକ ସମର୍ଥକଙ୍କ ସହ ପ୍ରଦୀପ ବିଜେଡିରେ ସାମିଲ ହେବେ। ଏ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ, ବହୁ ମନ୍ତ୍ରୀ,ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ପ୍ରଦୀପ ଗତ ୨୨ ତାରିଖରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ।