ପୋଲାଭରମ ମାମଲା : ଏକତ୍ର ବୈଠକ କରିବା ପାଇଁ ୪ ରାଜ୍ୟକୁ ସର୍ବୋଚ୍ଚ କୋର୍ଟଙ୍କ ନୋଟିସ

ପୋଲାଭରମ ମାମଲା : ଏକତ୍ର ବୈଠକ କରିବା ପାଇଁ ୪ ରାଜ୍ୟକୁ ସର୍ବୋଚ୍ଚ କୋର୍ଟଙ୍କ ନୋଟିସ

ପୋଲାଭରମ ମାମଲା : ଏକତ୍ର ବୈଠକ କରିବା ପାଇଁ ୪ ରାଜ୍ୟକୁ ସର୍ବୋଚ୍ଚ କୋର୍ଟଙ୍କ ନୋଟିସ
ଭୁବନେଶ୍ୱର: ପୋଲାଭରମ ମାମଲାରେ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ(ଏନଜିଟି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୪ଟି ରାଜ୍ୟକୁ ବୈଠକ କରିବାକୁ ଏନଜିଟି ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରି ଆଲୋଚନା କରିବାକୁ ଏନଜିଟି ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନାକୁ ବୈଠକ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ମାସକ ମଧ୍ୟରେ ବୈଠକ ସାରିବାକୁ ଏନଜିଟି ନିଦେ୍ର୍ଧଶ ଦେଇଛନ୍ତି । ବୈଠକର ତାରିଖ ସ୍ଥିର କରିବାକୁ ଏନଜିଟି ସମ୍ପୃକ୍ତ ୪ଟି ରାଜ୍ୟକୁ କହିଛନ୍ତି । ସମ୍ପୃକ୍ତ ୪ ରାଜ୍ୟ ପ୍ରକଳ୍ପକୁ ନେଇ ସମସ୍ୟା ସମ୍ପର୍କରେ ବୈଠକରେ ଅବଗତ କରିବେ । ପରେ ବୈଠକରେ ବାହାରିଥିବା ନିର୍ୟ୍ୟାସ ଏନଜିଟିକୁ ଜଣାଇବାକୁ ନିଦେ୍ର୍ଧଶ ଦିଆଯାଇଛି ।