ବିଜେଡି ମିଡିଆ ଟିମ୍ ପୁନର୍ଗଠିତ
ବିଜେଡି ମିଡିଆ ଟିମ୍ ପୁନର୍ଗଠିତ
admin
Dec 25, 2020 - 08:53
Updated: Dec 25, 2020 - 08:53
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ଜାତୀୟ ମୁଖପାତ୍ର, ମୁଖପାତ୍ର ଓ ପାନେଲିଷ୍ଟମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଗଣମାଧ୍ୟମ ବ୍ୟାପାରର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ଜାତୀୟ ମୁଖପାତ୍ର
ପ୍ରସନ୍ନ ଆଚାର୍ଯ୍ୟ
ପିନାକୀ ମିଶ୍ର
ଡକ୍ଟର ଅଚୁ୍ୟତ ସାମନ୍ତ
ଡକ୍ଟର ଅମର ପଟ୍ଟନାୟକ (ଅର୍ଥନୀତି ଓ ବୈଦେଶିକ ବ୍ୟାପାର ପ୍ରସଙ୍ଗ)
ଡକ୍ଟର ସସ୍ମିତ ପାତ୍ର
ଶର୍ମିଷ୍ଠା ସେଠୀ
ମୁଖପାତ୍ର
ପ୍ରତାପ କେଶରୀ ଦେବ
ଚନ୍ଦ୍ରଶେଖର ସାହୁ
ରମେଶ ଚନ୍ଦ୍ର ମାଝୀ
ସ୍ନେହାଗିନୀ ଛୁରୀଆ
ବ୍ୟୋମକେଶ ରାୟ
ରାସେଶ୍ୱରୀ ପାଣିଗ୍ରାହୀ
କସ୍ତୁରୀ ମହାପାତ୍ର
ଅନୁଭବ ପଟ୍ଟନାୟକ
ଲୋପାମୁଦ୍ରା ବକ୍ସିପାତ୍ର
ଲେନିନ ମହାନ୍ତି
ସଂଜୟ ବାବୁ
ସୁଲତା ଦେଓ
ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର
ଚିନ୍ମୟ ସାହୁ
ଏଲିନା ଦାସ
ହରିଶ ଚୌଧୁରୀ
ପ୍ୟାନେଲିଷ୍ଟ
ଚନ୍ଦ୍ରାଣୀ ମୁର୍ମୁ
ପ୍ରି୍ରୟବ୍ରତ ମାଝୀ
ଚକ୍ରଧର ଦାସ
ଓମ ପ୍ରକାଶ ସାହୁ
ମଧୁସ୍ମିତା ନାୟକ
ଇପ୍ସିତା ସାହୁ
ଜ୍ୟୋତ୍ସ୍ନାମୟୀ ପରିଡ଼ା
ସୋଫିଆ ଆଲାମ
ତୁମ୍ବନାଥ ପଣ୍ଡା
ପ୍ରଶାନ୍ତ କୁମାର ସାହୁ
ଅମିତ ମଲ୍ଲିକ
ଛବି ମାହାଲି
ମୀନାକ୍ଷୀ ମିଶ୍ର
ସ୍ମୃତି ନନ୍ଦ