ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ତରଫରୁ ରେସନ କୀଟ ବଣ୍ଟନ
ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ତରଫରୁ ରେସନ କୀଟ ବଣ୍ଟନ
କଟକ - ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଙ୍କ ଜନ୍ମଦିନ ଅବସରରେ କଟକ ସ୍ଥିତ ଷ୍ଟେସନ ବଜାରର ୨ ନମ୍ବର ଗେଟ୍ ର ମା ତାରିଣୀ ଅଟୋ ଆସୋସୋସିଅନ ଶତାଧିକ ରୁ ଉର୍ଦ୍ଧ କର୍ମକର୍ତା ଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରେସନ କୀଟ ବଣ୍ଟନ କରାଯାଇ ଥିଲା | କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ମାନସ ଚୌଧୁରୀଙ୍କ ନିର୍ଦ୍ଧେଶ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ର ରାଜ୍ୟ ସାଧାରଣ ସମ୍ପାଦକ ଆଇନ ଜିବି ଡକ୍ଟର ବିପ୍ଳବ ଶିଳାଦିତ୍ୟ ଙ୍କ ନେତୃତ ରେ ଏହି କାଯ୍ୟକ୍ରମ ଟି ପରିଚାଳିତ କରାଯାଇ ଥିଲା |ଏହି କାଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କମିଟିର ଶିଶିର ରଥ, ସଚ୍ଚିତାନନ୍ଦ ରାଉତ, ବିରେନ ପଶୟଦ
ସଦାଶିବ ବାରିକ,ସପନ ପାଲ, ଅମିତ ବିଶୋଇ,ଅନିରୁଦ୍ଧ ଦାସ, ସତୀଶ ଶେଖର, ଶିବ ଅଗ୍ରୱାଲ,ମୟୂରୀ ପ୍ରିୟଦର୍ଶିନୀ ସିଂ, ଅଞ୍ଜୁ ଦାସ, ସୋମ୍ୟ ସେଠି, ସତ୍ୟବ୍ରତ ସାହୁ, ଙ୍କ ବ୍ୟତୀତ ମା ତାରିଣୀ ଅଟୋଆସୋସିଆନ ଗେଟ ନମ୍ବର ୨ ର ସଭାପତି ବାସୁଦେବ ଦାସ ଏବଂ ସମ୍ପାଦକ ବ୍ରହ୍ମlନନ୍ଦ ଟହଲ ଏବଂ ତାଙ୍କ ଅନ୍ୟାନ ବହୁ କର୍ମ କର୍ତ୍ତା ଯୋଗ ଦେଇଥିଲେ|




admin 