ରେଳ ବଜେଟରେ ଓଡିଶା
ରେଳ ବଜେଟରେ ଓଡିଶା
admin
Jul 10, 2019 - 10:39
Updated: Jul 10, 2019 - 10:39
ଭୁବନେଶ୍ୱର: କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ । ଓଡ଼ିଶାକୁ ମୋଟ ୫୮୦୦ରୁ ୬ ହଜାର କୋଟି ଅନୁଦାନ ଆକଳନ କରାଯାଇଛି ।
୧-ରେଳ ଲାଇନ ପାଇଁ ମୋଟ ୧୪ଶହ କୋଟି ଟଙ୍କାର ଅନୁଦାନ
୨- ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦ କୋଟି
୩- ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି ଟଙ୍କା
୪- ହରିଦାସପୁର-ପାରାଦୀପ ଲାଇନ ପାଇଁ ୪ଶହ କୋଟି
୫- ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି
୬- ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କାର ଅନୁଦାନ
୭- ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୧୦ କୋଟି ଘୋଷଣା
୮- ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୧୮୦କୋଟି ଟଙ୍କାର ଅନୁଦାନ
୯- ବାଘୁଆପାଳ ଷ୍ଟେସନର ଫ୍ଲାଇଓଭର ପାଇଁ ବଜେଟରେ ଘୋଷଣା
୧୦-ଭୁବନେଶ୍ୱର କୋଚ ଡିପୋରେ ହେବ ୨ଟି ଅଟୋମେଟିକ ୱାଶିଂ ପ୍ଲାଣ୍ଟ
୧୧- ଆଉ ୧୦ଟି ଫ୍ଲାଇ ଓଭର ନିର୍ମାଣ ପାଇଁ ସର୍ଭେ କରାଯିବାକୁ ଘୋଷଣା
୧୨- ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯କୋଟି
୧୩- ସମ୍ବଲପୁର-ଟିଟିଲାଗଡ଼ ଡବଲ ପାଇଁ ୧୭୦ କୋଟି
୧୪-ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬କୋଟି
୧୫- ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି
୧୬- କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି
୧୭-କଳାହାଣ୍ଡି ଇଲେକ୍ଟି୍ର ଇଞ୍ଜିନ ୱାର୍କସପ ପାଇଁ ୧ କୋଟି