ହାଜତରେ ବେକ ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ

ହାଜତରେ ବେକ ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ

ହାଜତରେ ବେକ ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ
ପୁରୀ: ପୁରୀ ତାଳବଣିଆ ଥାନା ହାଜତରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି । ମଶାଧୂପ ଷ୍ଟାଣ୍ଡରେ ନିଜ ହାତ ଓ ବେକ କାଟି ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାଯାଇଛି । ତେବେ ଅଭିଯୁକ୍ତକୁ ଉଦ୍ଧାର କରି ପୁଲିସ ଆଉ ଏକ ମାମଲା ଠୁଙ୍କି କୋର୍ଟଚାଲାଣ କରିଛି । ଗତକାଲି ରାତିରେ ଏକ ଡକାୟତି ମାମଲାରେ ୫ ଜଣ ଗିରଫ ହୋଇଥିଲେ । ଗିରଫଙ୍କ ମଧ୍ୟରୁ କାବୁ ପ୍ରଧାନ ନାମକ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିଲା ।