୧୨ ଘଂଟିଆ ଚାଷୀଙ୍କ ବନ୍ଦ ଡାକରା

୧୨ ଘଂଟିଆ ଚାଷୀଙ୍କ ବନ୍ଦ ଡାକରା

୧୨ ଘଂଟିଆ ଚାଷୀଙ୍କ ବନ୍ଦ ଡାକରା
ଅତାବିରା:ବରଗଡରେ ଧାନକିଣା ପାଇଁ ଟୋକନ ବ୍ୟବସ୍ଥା ବିରୋଧ କରି ଚାଷୀ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି । ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ୩ଟି ସ୍ଥାନରେ ବନ୍ଦ କରାଯାଇଛି । ଅତାବିରା, ଗୋଡଭଗା ଓ ଭେଡେନରେ ୧୨ ଘଂଟିଆ ବନ୍ଦ ଡାକରା କରାଯାଇଛି । ସବୁ ସରକାରୀ ଅଫିସ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିଛି । ସବୁ ଦୋକାନ ବଜାର ବନ୍ଦ ରହିଛି । ଗାଡି ମଟର ଯିବା ଆସିବା ବନ୍ଦ ରହିଛି । ବସ ଚାଲୁ ନଥିବାରୁ ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି ।