୫୦ ଟଙ୍କାରେ ଲକଡାଉନ ପାସ୍ !

୫୦ ଟଙ୍କାରେ ଲକଡାଉନ ପାସ୍ !

୫୦ ଟଙ୍କାରେ ଲକଡାଉନ ପାସ୍ !
ଭୁବନେଶ୍ୱର: ଲକଡାଉନ ଗଳାବାଟ ପାଇଁ ଫେକ୍ ପାସ୍ ତିଆରି ଚାଲିଥିଲା । ଭୁବନେଶ୍ୱର ଡମଣା ମାର୍କେଟରେ ଚଢାଉ କରି ପୋଲିସ ଧରିଲା । ଫେକ୍ ଆଇକାର୍ଡ ତିଆରି କରି ଲୋକଙ୍କୁ ବିକୁଥିବା ଅଭିଯୋଗ ହୋଇଛି । ୫୦ ଟଙ୍କାରେ ଆଇ କାର୍ଡ ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ହୋଇଛି । ବିଭିନ୍ନ କଂପାନୀର ଲୋଗୋ ଲଗାଇ ମନଇଚ୍ଛା ବିକୁଥିଲା ଅଭିଯୁକ୍ତ । ଫେକ୍ ପାସ୍ ବିକୁଥିବା ସମୟରେ ପୋଲିସ କାବୁ କରିଥିଲା । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖିଛି ।