ଓଡ଼ିଶା ଆସୁଛନ୍ତି ରକେଟ ମ୍ୟାନ କେ.ଶିବନ

ଓଡ଼ିଶା ଆସୁଛନ୍ତି ରକେଟ ମ୍ୟାନ କେ.ଶିବନ

 ଓଡ଼ିଶା ଆସୁଛନ୍ତି ରକେଟ ମ୍ୟାନ କେ.ଶିବନ
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରକେଟ ମ୍ୟାନ କେ.ଶିବନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଶିବନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।