ଧାନ ପାଇଁ ବିଷ ପଇଲେ ଚାଷୀ

ଧାନ ପାଇଁ ବିଷ ପଇଲେ ଚାଷୀ

 ଧାନ ପାଇଁ ବିଷ ପଇଲେ ଚାଷୀ
ଭଦ୍ରକ: ଚାଷୀ ଆତ୍ମହତ୍ୟା ପକ୍ଷକ୍ଷେପ ନେଇଥିବାର ସୂଚନା ମିଳିଛି । ଧାନ କିଣା ନଯିବାରୁ ବିଷ ପିଇଲେ ଦେଲେ ଚାଷୀ । ଟୋକନ ଥିବା ସତ୍ୱେ ଏସଏଚଜି ଧାନ ନ କିଣିବାରୁ ଚାଷୀ ଜଣକ ଆତ୍ମହତା କରିବା ପାଇଁ ବିଷ ପିଇ ଦେଇଛନ୍ତି । ଗ୍ରାମାଂଚଳ ଥାନା ବନ୍ଧଗାଁ ପଂଚାୟତ ମଣ୍ଡି ଆଗରେ ବିଷ ପଇଲେ । ବାରମ୍ବାର ଗୁହାରି ସତ୍ୱେ ଧାନ କିଣା ଯାଇନଥିବା ଅଭିଯୋଗ ହୋଇଛି । ବିଷ ପିଇଥିବା ଚାଷୀକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଚାଷୀ ଜଣକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମଣ୍ଡି ଧାନ ନଉଠିବାରୁ ଏପରି ଅନେକ ଥର ଏହି ପଦକ୍ଷେପ ନେଇଥାନ୍ତି ।