ସମ୍ବଲପୁରରେ ୧୪୪ ଧାରା ଅବଧି ବଢିଲା

ସମ୍ବଲପୁରରେ ୧୪୪ ଧାରା ଅବଧି ବଢିଲା

 ସମ୍ବଲପୁରରେ ୧୪୪ ଧାରା ଅବଧି  ବଢିଲା


ସମ୍ବଲପୁର : ସମ୍ବଲପୁରରେ ସାମ୍ପ୍ରତିକ ପରିସ୍ଥିତିରେ ପୁଣି ବଢିଲା ୧୪୪ ଧାରା କଚେରୀ ଛକରେ କୋର୍ଟ ପରିସରର ୨୦୦ ମିଟର ପରିଧି ଭିତରେ ଏହି ୧୪୪ ଧାରା ବଳବତ୍ତର ରହିଛି ।  ଆସନ୍ତା ୨୩ ତାରିଖ ରାତି ୧୦ଟା ପର୍ୟ୍ୟନ୍ତ ଏହି ୧୪୪ ଧାରା ଜାରି କରିଛନ୍ତି ଉପ- ଜିଲ୍ଲାପାଳ ପ୍ରଭାସ ଡନସନା । 

ସେହିପରି ଓକିଲଙ୍କ ଆନ୍ଦୋଳନ ପରେ ସମ୍ବଲପୁରରେ ୨୭ ଜଣ ଆଇନଜୀବୀଙ୍କ ସମେତ ୮ କିନ୍ନର ଓ ଜଣେ ସାଧାରଣ ନାଗରିକଙ୍କୁ ମିଶାଇ ମୋଟ ୩୬ଜଣ ଗିରଫ ହୋଇ ସାରିଲେଣି । ସେପଟେ କୋର୍ଟ କାର୍ୟ୍ୟ ସ୍ବାଭାବିକ ଚାଲିଥିବା ବେଳେ କାର୍ୟ୍ୟରେ ଯୋଗ ଦେଇନାହାନ୍ତି ଓକିଲ ।