ପରୀ ମାମଲା ହାଇକୋର୍ଟରେ ଅନ୍ତ

ପରୀ ମାମଲା ହାଇକୋର୍ଟରେ ଅନ୍ତ

 ପରୀ ମାମଲା ହାଇକୋର୍ଟରେ ଅନ୍ତ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶିଶୁ ପରୀ ହତ୍ୟା ମାମଲା । ହାଇକୋର୍ଟରେ ନୟାଗଡ ପରୀ ମାମଲାର ଅନ୍ତ ଘଟିଛି । ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଥିବାରୁ ଅନ୍ତ ହାଇକୋର୍ଟ ଘଟାଇଲେ । ଆବେଦନକାରୀ ଚାହିଁଲେ ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ହୋଇପାରିବେ । ସମସ୍ତ ଦସ୍ତାବିଜ ଓ ତଥ୍ୟ ପ୍ରମାଣକୁ ବନ୍ଦ ଲଫାପାରେ ହାଇକୋର୍ଟ ରଖିଲେ ।