ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତକା ଉତ୍ତୋଳନ ଜାଣନ୍ତୁ

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତକା ଉତ୍ତୋଳନ ଜାଣନ୍ତୁ

 ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତକା ଉତ୍ତୋଳନ ଜାଣନ୍ତୁ
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ବରରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେ ସମବେତ ପରେଡ୍‌ରେ ସେ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ କିଏ କେଉଁଠି କରିବେ ପତକା ଉତ୍ତୋଳନ ଜାଣନ୍ତୁ କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜା‌ରୀ ପୁରୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅନୁଗୁଳରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କଳାହାଣ୍ଡିରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଞ୍ଜାମରେ ପଦ୍ମନାଭ ବେହେରା ବାଲେଶ୍ବରରେ ପ୍ରତାପ ଜେନା ରାୟଗଡ଼ାରେ ଅରୁଣ କୁମାର ସାହୁ କନ୍ଧମାଳରେ ସୁଦାମ ମାରାଣ୍ଡି ମୟୂରଭଞ୍ଜରେ ସୁଶାନ୍ତ ସିଂହ ବରଗଡ଼ରେ ନବ କିଶୋର ଦାସ ସମ୍ବଲପୁରରେ ଟୁକୁନି ସାହୁ ନୟାଗଡ଼ରେ ଜଗନ୍ନାଥ ସାରକା କେନ୍ଦୁଝରରେ ଦିବ୍ୟଶଙ୍କର ମିଶ୍ର ଯାଜପୁରରେ ଅଶୋକ ଚନ୍ଦ୍ର ପଣ୍ଡା ବଲାଙ୍ଗୀରରେ ସମୀର ରଞ୍ଜନ ଦାଶ ସୁନ୍ଦରଗଡ଼ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କୋରାପୁଟରେ ପ୍ରେମାନନ୍ଦ ନାୟକ ନବରଙ୍ଗପୁରରେ ରଘୁନନ୍ଦନ ଦାସ ଗଜପତିରେ ପଦ୍ମିନୀ ଦିଆନ ମାଲକାନଗିରିରେ ତୁଷାରକାନ୍ତି ବେହେରା ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି ରାଉରକେଲାରେ ଉତ୍ତରାଞ୍ଚଳ ଆର୍‌ଡିସି ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝା‌ରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂ୍ଆପଡ଼ା, ସୁବର୍ଣ୍ଣପୁର ଓ ଜଗତସିଂହପୁରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।