ଅନୁଗୁଳରେ ପୁଣି ବାଘ ଆତଙ୍କ

ଅନୁଗୁଳରେ ପୁଣି ବାଘ ଆତଙ୍କ

ଅନୁଗୁଳରେ ପୁଣି ବାଘ ଆତଙ୍କ
ଅନୁୁଗଳ: ଅନୁଗୁଳରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅନ୍ତୁଳିଆ ରିଜର୍ଭ ଫରେଷ୍ଟ କମ୍ପାର୍ଟମଣ୍ଟେ-୩ରେ ବାଘ ଆକ୍ରମଣ କରିଥିବା ଜଣାଯାଇଛି । ତେବେ ବାଘ ଆକ୍ରମଣରେ ଗୁରୁତର ଯୁବକଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଆକ୍ରମଣ କରିଥିବା ଜନ୍ତୁ ହେଟାବାଘ ବୋଲି ଡିଏଫଓ କହିଛନ୍ତି ।