ଅଯଥା ସିଟି ସ୍କାନ କରନ୍ତୁନି : ଏମ୍ସ ନିଦେ୍ର୍ଧଶକ

ଅଯଥା ସିଟି ସ୍କାନ କରନ୍ତୁନି : ଏମ୍ସ ନିଦେ୍ର୍ଧଶକ

ଅଯଥା ସିଟି ସ୍କାନ କରନ୍ତୁନି : ଏମ୍ସ ନିଦେ୍ର୍ଧଶକ
ନୂଆଦିଲ୍ଲୀ: କୋଭିଡ ଚିକିତ୍ସାକୁ ନେଇ ଏମ୍ସ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଅଯଥାେରେ ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଲେ ଡକ୍ଟର ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ, ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ, କ୍ୟାନସର ହେବାର ବିପଦ ରହିଛି । ଥରେ ସିଟି ସ୍କାନ ୩ଶହ ଥର ଛାତି ଏକ୍ସ-ରେ ସହ ସମାନ । ସ୍ୱଳ୍ପ ଲକ୍ଷଣ ଥିଲେ ସିଟି ସ୍କାନର ଆବଶ୍ୟକତା ନାହିଁ । ବାୟୋମାର୍କର ଟେଷ୍ଟ ବି ସମସ୍ତଙ୍କୁ ନ କରିବାକୁ ପରାମର୍ଶ ଦେଇଛନ୍ତି ଏମ୍ସ ନିଦେ୍ର୍ଧଶକ ।