ଆଜି କ୍ୟାବିନେଟ ବୈଠକ

ଆଜି କ୍ୟାବିନେଟ ବୈଠକ

ଆଜି କ୍ୟାବିନେଟ ବୈଠକ
ଭୁବନେଶ୍ୱର: ସୋମବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । କୌଣସି ପୂର୍ବ ସୂଚନା ନଥାଇ ହଠାତ ସରକାର ଏହି ଜରୁରୀ ବୈଠକ ଡାକିଛନ୍ତି । କୌଣସି ବି ମନ୍ତ୍ରୀଙ୍କୁ କ୍ୟାବିନେଟ ସଂକ୍ରାନ୍ତ ପ୍ରସ୍ତାବ ବି ପଠାଯାଇ ନାହିଁ । ତେଣୁ ଆଜି କ୍ୟାବିନେଟ ବୈଠକରେ କ’ଣ ସଂକଳ୍ପ ଓ ନିଷ୍ପତ୍ତି ନିଆଯିବ, ଏହାକୁ ନେଇ ଉତ୍ସୁକତା ସୃଷ୍ଟି ହୋଇଛି ।