ଏସ୍‌ଟିଏଫ୍‌ ହାତରେ ଚୋରା ବନ୍ଧୁକ ବେପାରୀ

ଏସ୍‌ଟିଏଫ୍‌ ହାତରେ ଚୋରା ବନ୍ଧୁକ ବେପାରୀ

ଏସ୍‌ଟିଏଫ୍‌ ହାତରେ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର: ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛି ବନ୍ଧୁକ ବେପାରୀ। ଡିଲ୍‌ କରୁଥିବା ବେଳେ ମାଡ଼ି ବସିଛି ଏସଟିଏଫ।  ଡିଲବେଳେ ମାଡି ବସିଲା ଏସଟିଏଫ୍ ଟିମ୍ । ଅନୁଗୁଳରୁ ହାର୍ଡକୋର ବନ୍ଧୁକ ମାଫିଆକୁ ଗିରଫ କଲା ଏସଟିଏଫ୍ । ଏଥିସହ ଗିରଫ ମାଫିଆ ଠାରୁ ୮ଟି ଦେଶି ବନ୍ଧୁକ ସହ ୭ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ସମ୍ବଲପୁର ସରପଲି ନାକଟିଦେଉଳର ବୋଲି ଜଣାପଡିଛି ।

ସୂଚନା ଅନୁୟାୟୀ, ଅନୁଗୁଳ କେରଜଙ୍ଗ ନିକଟରେ ଚୋରାବନ୍ଧୁକ କାରବାରର ହେଉଥିବା ନେଇ ଏସଟିଏଫ୍ ଟିମ୍ ଖବର ପାଇ ଥିଲା । ଏନେଇ ଚଢାଇ କରିବା ପରେ ବନ୍ଧୁକ ମାଫିଆ ସମେତ ଖବର ପାଇ ଏସଟିଏଫ୍ ଟିମ ଗିରଫ କରିବା ପରେ ବନ୍ଧୁକ ଓ ଗୁଳି ଜବତ କରିଥିଲା ।