କମିଶନରେଟ ପୁଲିସରେ ଅଦଳବଦଳ
କମିଶନରେଟ ପୁଲିସରେ ଅଦଳବଦଳ
admin
Aug 17, 2020 - 14:01
Updated: Aug 17, 2020 - 14:01
ଭୁବନେଶ୍ୱର : କମିଶନରେଟ ପୁଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୬ ଜଣ ପୁଲିସ ଅଫସିରଙ୍କୁ ବଦଳି କରାଯାଇ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି ।
କିଶୋର ଚନ୍ଦ୍ର ପାଟ୍ଟଶାଣୀ : ଭୁବନେଶ୍ୱର ୟୂପିଡ଼ି
ସୁବାସ ଚନ୍ଦ୍ର ମହାନ୍ତି : କମିଶନରେଟ ପୁଲିସ ହେଡ଼କ୍ୱାର୍ଟର ଆଇବି ସେକ୍ସନ
ଶରତ କୁମାର ସାହୁ : ନୟାପଲ୍ଲୀ ଥାନା ଆଇଆଇସି
ଯୁବରାଜ ସ୍ୱାଇଁ : ଚନ୍ଦ୍ରଶେଖରପୁର ଥାନା ଆଇଆଇସି
ଅରୁଣ କୁମାର ସ୍ୱାଇଁ : ଖାରବେଳନଗର ଥାନା ଆଇଆଇସି
ଗିରିଜା ଶଙ୍କର ଚକ୍ରବର୍ତୀ : ଲକ୍ଷ୍ମୀସାଗର ଥାନା ଆଇଆଇସି
ବିଶ୍ୱରଂଜନ ସେନାପତି : ନନ୍ଦନକାନନ ଥାନା ଆଇଆଇସି
ବିଶ୍ୱରଂଜନ ନାୟକ : ବଡ଼ଗଡ଼ ଥାନା ଆଇଆଇସି
ଦୀପକ କୁମାର ମିଶ୍ର : ଏୟାରଫିଲଡ଼ ଥାନା ଆଇଆଇସି
ଅଞ୍ଜଳୀ ଛୋଟରାୟ : ଟ୍ରାଫିକ ଥାନା, ଚନ୍ଦ୍ରଶେଖରପୁର ଆଇଆଇସି
ଦୟାନିଧି ନାୟକ : ଧଉଳି ଥାନା ଆଇଆଇସି
ପ୍ରମୋଦ କୁମାର ପଟ୍ଟନାୟକ : ତମାଣ୍ଡୋ ଥାନା ଆଇଆଇସି
ବିରଂଚି ନାରାୟଣ ପତି : ଚୌଦ୍ୱାର ଥାନା ଆଇଆଇସି
ରଶ୍ମୀରଂଜନ ମହାପାତ୍ର : ବାଦାମବାଡ଼ି ଥାନା ଆଇଆଇସି
ରବୀନ୍ଦ୍ରନାଥ ମେହେର : ଜଗତପୁର ଥାନା ଆଇଆଇସି
ପ୍ରଦୀପ୍ତ କିଶୋର ନାୟକ : ମର୍କତନଗର ଥାନା ଆଇଆଇସି
ପଦ୍ମନାଭ ପ୍ରଧାନ : ଖଣ୍ଡିଗରି ଥାନା ଆଇଆଇସି
ହିଂମାଶୁ ଭୂଷଣ ସ୍ୱାଇଁ : ସହୀଦନଗର ଥାନା ଆଇଆଇସି
ମହମ୍ମଦ ଜାମସେଦ : ଖଣ୍ଡଗିରି ଥାନା
ସୁଭ୍ରନ୍ତା କୁମାର ଜେନା : ଚନ୍ଦକା ଥାନା
ସଂଯୁକ୍ତା ସାହୁ : ସହୀଦନଗର ଥାନା
ହରେକୃଷ୍ଣ ପ୍ରଧାନ : ବାଲିପାଟଣା ଥାନା
ଶୁଭଶ୍ରୀ ଶୁଭସ୍ମିତା ଗୁରୁ : ପୁଲିସ କମିଶନରେଟ ହେଡ଼କ୍ୱାର୍ଟର
ଫକୀର ଚରଣ ପ୍ରଧାନ : ଜେଏମଏଫସି କୋର୍ଟ