କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁ୍ୟରପ୍ପାଙ୍କୁ କରୋନା ପଜିଟିଭ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁ୍ୟରପ୍ପାଙ୍କୁ କରୋନା ପଜିଟିଭ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁ୍ୟରପ୍ପାଙ୍କୁ କରୋନା ପଜିଟିଭ
ନୂଆଦିଲ୍ଲୀ: ଦେଶରେ ବର୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହି ଦ୍ୱିତୀୟ ଲହର ଭୟଙ୍କର ରୂପେ ମାଡି ଚାଲିଛି । କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅତି ସାଙ୍ଘାତିକ ରହିଛି । ଆଜି ଆମ ଦେଶରୁ ୨ ଲକ୍ଷ ୧୭ ହଜାର ୩୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ୧୧୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁ୍ୟରପ୍ପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ କରୋନା ପଜିଟିଭ ନେଇ ସୂଚନା ମିଳିଛି ।