କାଳିଆପାଣିରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୪ ଗିରଫ

କାଳିଆପାଣିରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୪ ଗିରଫ

କାଳିଆପାଣିରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୪ ଗିରଫ
ଯାଜପୁର : ଯାଜପୁର ଜିଲ୍ଲା କାଳିଆପାଣିରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୪ ଗିରଫ । ଗତ ୭ ତାରିଖ ରାତିରେ ଘଟିଥିଲା ଲଜ୍ଜାଜନକ ଘଟଣା । କଲେଜ ଛାତ୍ରୀ ଜଣକ ବୃତ୍ତି ନିମନ୍ତେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାଳିଆପାଣି ଯାଉଥିଲେ । ଏହି ସମୟରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରୁ ଯୁବତୀ ଜଣଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଦୌଡି ପଳାଇଥିଲେ । ଏବଂ ଜଣେ ମହିଳା ଗୃହରକ୍ଷୀଙ୍କ ଘରେ ଆଶ୍ରୟ ନେଇଥିଲେ । ତେବେ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ଥିବା ଜଣାପଡିଛି ।