କିଏ ହେଲେ ବିଜେଡି ସଭାପତି ଜାଣନ୍ତୁ...

କିଏ ହେଲେ ବିଜେଡି ସଭାପତି ଜାଣନ୍ତୁ...

କିଏ ହେଲେ ବିଜେଡି ସଭାପତି ଜାଣନ୍ତୁ...
ଭୁବନେଶ୍ୱର: ଶୁକ୍ରବାର ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା ହୋଇଛି । ୩୩ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣା ଥିବାବେଳେ ୧୯ ଜଣ ନୂଆ ମୁହଁ । ତେବେ କିଏ କେଉଁ ଜିଲ୍ଲାର ବିଜେଡି ସଭାପତି ହେଲେ ସେ ସମ୍ପର୍କରେ ଜାଣନ୍ତୁ: ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା ଖୋର୍ଦ୍ଧା-ବିଭୂତି ବଳବନ୍ତରାୟ ଅନୁଗୁଳ- ମହେନ୍ଦ୍ର ବସ୍ତିଆ ବାଲେଶ୍ୱର- ରବୀନ୍ଦ୍ର ଜେନା ବରଗଡ଼-ବିଜୟ ରଞ୍ଜନ ସିଂ ବରିହା ଭଦ୍ରକ-ଜଗନ୍ନାଥ ସ୍ୱାଇଁ ବଲାଙ୍ଗୀର- ଟୁକୁନି ସାହୁ ବୌଦ୍ଧ-ମହିଧର ରଣା କଟକ- ଦେବାଶିଷ ସାମନ୍ତରାୟ ଦେବଗଡ଼-ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ ଗଜପତି-ପ୍ରଦୀପ ନାୟକ ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି ଯାଜପୁର- ସରୋଜ ମହାପାତ୍ର ଝାରସୁଗୁଡ଼ା- କିଶୋର ମହାନ୍ତି କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂଦେଓ କନ୍ଧମାଳ- ସରୋଜ କର୍ଣ୍ଣ କେନ୍ଦ୍ରାପଡ଼ା-ଉକ୍ରଳ କେଶରୀ ପରିଡ଼ା କେନ୍ଦୁଝର-ମାଧବ ସର୍ଦ୍ଧାର କୋରାପୁଟ- ଇଶ୍ୱର ପାଣି୍ରଗାହୀ ମାଲକାନଗିରି-ପୂର୍ଣ୍ଣଚନ୍ଦ୍ର ବାକା ପୁରୀ- ମହେଶ୍ୱର ମହାନ୍ତି ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ ମୟୂରଭଞ୍ଜ ସଦର- ସୁଦାମ ମାରାଣ୍ଡି ନବରଙ୍ଗପୁର-ରମେଶ ମାଝୀ ନୟାଗଡ଼-ରମେଶ ବେହେରା ନୂଆପଡ଼ା- ମନୋଜ ମିଶ୍ରୟ ରାୟଗଡ଼ା- ସୁଧୀର ଦାସ ରାଉରକେଲା-ସାରଦା ନାୟକ ସମ୍ବଲପୁର-ସିର୍ଦ୍ଧାର୍ଥ ଦାସ ସୁବର୍ଣ୍ଣପୁର-ସରୋଜ କମ୍ପ ସୁନ୍ଦରଗଡ଼-ବିନୟ ଟପ୍ପୋ