କୋଟିପତି କିରାଣି ଗିରଫ

କୋଟିପତି କିରାଣି ଗିରଫ

କୋଟିପତି କିରାଣି ଗିରଫ
ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଗିରଫ ହୋଇଛି । ବରିଷ୍ଠ କିରାଣି ଦିଲ୍ଲୀପ ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି । ୧ କୋଟି ୫୬ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସଂପତି ଠାବ ହୋଇଥିଲା । ଜାଗମରାରେ ୧କୋଟି ୮ ଲକ୍ଷ ଟଙ୍କାର ୪ ମହଲା କୋଠା ମଧ୍ୟ ଠାବ ହୋଇଛି । ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଗାଡିମୋଟର ଓ ସୁନା ଗହଣା ମଧ୍ୟ ଠାବ କରାଯାଇଛି ।