ଘର ଘର ବୁଲି ଆଶୀର୍ବାଦ ଗ୍ରହଣ କଲେ କଂଗ୍ରେସ ପ୍ରାର୍ଥୀ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର

କଂଗ୍ରେସ ବିଧାୟକ ପାର୍ଥି ପ୍ରଭାସ କର ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ଅବସରରେ । ସୁଳିଆପଦା ବ୍ଳକ ର ପାକଟିଆ ଗ୍ରାମ ପଞ୍ଚାୟତ ର ଘର ଘର ବୁଲି ଆଶୀର୍ବାଦ ଗ୍ରହଣ କଲେ କଂଗ୍ରେସ ପ୍ରାର୍ଥୀ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର...




