ପୁଣି ସାଇବରେ ୨.୬୫ ଲକ୍ଷ ଟଙ୍କା ଠକେଇ

ପୁଣି ସାଇବରେ ୨.୬୫ ଲକ୍ଷ ଟଙ୍କା ଠକେଇ

ପୁଣି ସାଇବରେ ୨.୬୫ ଲକ୍ଷ ଟଙ୍କା ଠକେଇ
ଭବାନୀପାଟଣା: ପୁଣି ମାତିଲେ ସାଇବର ଲୁଟେରା । ଭବାନୀପାଟଣାରେ ସାଇବର ଲୁଟେରା ୨.୬୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଜଣେ ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀଙ୍କ ଠାରୁ ସାଇବର ଲୁଟେରାମାନେ ଉକ୍ତ ଟଙ୍କା ଠକି ନେଇଛନ୍ତି । ଲୁଟେରାମାନେ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ମୋବାଇଲରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଏହି ଚୂନ ଲଗାଇଛନ୍ତି । ଏନେଇ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀ ଜଣକ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।