ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ
ନୂଆଦିଲ୍ଲୀ : ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ସୋରାବଜୀଙ୍କୁ ୯୧ ବର୍ଷ ହୋଇଥିଲା । କିଛିଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ ମଧ୍ୟ ସୋଲି ସୋରାବଜୀ ଚିକିତ୍ସାଧୀନ ଥିଲେ । କୁହାଯାଉଛି ତାଙ୍କର ମୃତୁ୍ୟ କରୋନା ଜନୀତ ହୋଇଛି । ବୟସ ଅଧିକ ହୋଇଯାଇଥିଲା, ଲହା ସହିତ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ବହତୁ କମ୍ ଥିଲା । ସେଥିପାିଁ ସେ କରୋନା ଭୂତାଣୁରେ ମୃତୁ୍ୟ ଘଟିଛି ବୋଲି ଡକ୍ଟରମାନେ କହିଛନ୍ତି ।