ପେଟ୍ରୋଲ ପମ୍ପରେ ବୋମାମାଡ

ପେଟ୍ରୋଲ ପମ୍ପରେ ବୋମାମାଡ

ପେଟ୍ରୋଲ ପମ୍ପରେ ବୋମାମାଡ
ନୟାଗଡ:ଖଣ୍ଡପଡା ଥାନା ସିଙ୍ଗାପଡା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଥିବା ସୂଚନା ମିଳିଛି । ଏହି ବୋମାମାଡ ବିଳମ୍ବିତ ରାତିରେ ଘଟିଛି । ତେଲ ପକାଇବାକୁ ନେଇ ବଚସାରୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ପେଟ୍ରୋଲ ପମ୍ପରେ ବୋଭା ପିଙ୍ଗି ଘଟଣାସ୍ଥଳରୁ ଦୁର୍ବୃତ ଫେରାର ହୋଇଯାଇଛନ୍ତି । ବୋମାମାଡରେ ପେଟ୍ରୋଲ ପମ୍ପର ମାପଓଜନ ମେସିନ ଜଳିଗଲା । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଯାଂଚ ସହ ପୋଲିସର ଛାନଭିନ୍ ଚାଲିଛି ।