ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
କଟକ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ସପ୍ଲିମେଣ୍ଟାରୀରେ ପାସ୍‌ କରିଛନ୍ତି ମୋଟ୍‌ ୧୫ ହଜାର ୨୪୪ ଜଣ ଛାତ୍ରଛାତ୍ରୀ । ମୋଟ୍‌ ୨୧ ହଜାର ୪୮୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଚଳିତ ଥର ଏ-୧ ଗ୍ରେଡ୍‌ରେ କେହି ପାସ୍‌ କରିନାହାନ୍ତି । ଏ-୨ରେ ୧୦ ଜଣ, ବି-୧ରେ ୧୯୫ ଜଣ , ବି-୨ରେ ୯୩୦ ଜଣ କୃତକାର୍ୟ୍ୟ ହୋଇଛନ୍ତି । ସେହିପରି ସି ଗ୍ରେଡ୍‌ରେ ୧୯୦୨ ପିଲା ପାସ୍‌ କରିଥିବା ବେଳେ ଡି ଗ୍ରେଡ୍‌ରେ ୩୧୪୦ ଓ ଇ ଗ୍ରେଡ୍‌ରେ ୯୦୬୭ ସେହିପରି ଏଫ୍‌ ଗ୍ରେଡ୍‌ରେ ୬ହଜାର୨୧୮ଜଣ ପିଲା ପାସ୍ କରିଛନ୍ତି ।