ବଚନସୁଧା ହତ୍ୟା ମାମଲା : ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ

ବଚନସୁଧା ହତ୍ୟା ମାମଲା : ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ

ବଚନସୁଧା ହତ୍ୟା ମାମଲା : ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ୱର: ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ଦଣ୍ଡ ଘୋଷଣା କରିଛନ୍ତି । ୨୦୧୩ ସେପ୍ଟେମ୍ବର ୧୩ରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା । ରସୁଲଗଡ ସ୍ଥିତ ଘରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା । ଘରର ସିକୁ୍ୟରିଟି ଗାର୍ଡ ଭାବେ କାମ କରୁଥିବା ଦୀପ୍ତି ହତ୍ୟା କରିଥିଲା । ଟଙ୍କା , ସୁନା, ଲୁଟ ପାଇଁ ଛୁରି ଭୁସି ହତ୍ୟା କରିଥିଲା ଦୀପ୍ତି । ୧୮ ଜଣ ସାକ୍ଷୀ ଓ ପାରିପାଶ୍ୱିର୍କ ପ୍ରମାଣକୁ ଦେଖି ଦଣ୍ଡବିଧାନ କରାଯାଇଛି ।