ବଜେଟରେ ବର୍ତ୍ତମାନ ପର୍ୟ୍ୟନ୍ତ ବଡ଼ ଖବର ଜାଣନ୍ତୁ କ’ଣ

ବଜେଟରେ ବର୍ତ୍ତମାନ ପର୍ୟ୍ୟନ୍ତ ବଡ଼ ଖବର ଜାଣନ୍ତୁ କ’ଣ

ବଜେଟରେ ବର୍ତ୍ତମାନ ପର୍ୟ୍ୟନ୍ତ ବଡ଼ ଖବର ଜାଣନ୍ତୁ କ’ଣ

ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ବଜେଟ୍‌ରେ ଘୋଷଣା ହୋଇଥିବା ବଡ଼ ଖବର ଉପରେ ଧ୍ୟାନ ଦେବା। ଘୋଷଣା ଅନୁଯାୟୀ

୧) ବଜେଟ୍‌ରେ ମହିଳା ସେଭିଂ ସମ୍ମାନପତ୍ର ଯୋଜନା

୨) ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜମା

୩) ମହିଳା ସେଭିଂ ସମ୍ମାନ ପତ୍ରରେ ୭.୫ ପ୍ରତିଶତ ସୁଧ

୪) ବରିଷ୍ଠ ନାଗରିକଙ୍କ ଲାଗି ସେଭିଂ ଯୋଜନାର ସୀମା ବଢ଼ିଲା

୫) ସେଭିଂ ସ୍କିମ୍‌ର ଯୋଜନା ୧୫ ଲକ୍ଷରୁ ବଢ଼ି ୩୦ ଲକ୍ଷ ହେଲା

୬) ମାସିକ ରୋଜଗାର ସ୍କିମ୍‌ ୪.୫ ଲକ୍ଷରୁ ବଢ଼ି ୯ ଲକ୍ଷ (ସିଙ୍ଗଲ ଆକାଉଣ୍ଟ)

୭) ମାସିକ ରୋଜଗାର ସେଭିଂ ସ୍କିମ୍ ୯ ଲକ୍ଷରୁ ବଢ଼ି ୧୫ ଲକ୍ଷ (ଜଏଣ୍ଟ ଆକାଉଣ୍ଟ)