ବର୍ଷକର ଦରମା ପ୍ରଦାନ କଲେ ଧର୍ମେନ୍ଦ୍ର

ବର୍ଷକର ଦରମା ପ୍ରଦାନ କଲେ ଧର୍ମେନ୍ଦ୍ର

ବର୍ଷକର ଦରମା ପ୍ରଦାନ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟପାଳଙ୍କୁ ବର୍ଷକର ଦରମା ପ୍ରଦାନ କଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତିଙ୍କୁ ଦରମା ପ୍ରଦାନ । ଟ୍ୱିଟ୍ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା ଦେଇଛନ୍ତି । ୨୦୧୯ ଆଲୁମିନି ଅନୁଦାନ ପାଣ୍ଠି ପାଇଁ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର । ଏଥିସହ ବର୍ଷକର ଦରମା ଦେବାକୁ ଧର୍ମେନ୍ଦ୍ର ଘୋଷଣା କରିଥିଲେ । ପାଣ୍ଠିରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଭିତିଭୂମି ବିକାଶକୁ ଗୁରୁତ୍ୱ ଦେବାକୁ କହିଥିଲେ । ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ ଦେବାକୁ ଆହ୍ୱାନ ଦେଇଥିଲେ ।