ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ
ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ
admin
Mar 18, 2019 - 03:56
Updated: Mar 18, 2019 - 03:56
ଭୁବନେଶ୍ୱର : ପାଖେଇ ଆସୁଛି ୨୦୧୯ ନିର୍ବାଚନ । ୧୯୫୨ରୁ ଏଯାଏଁ ପନ୍ଦର ଥର ନିର୍ବାଚନ ହୋଇ ସାରିଲାଣି । ଏଥର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ସମ୍ପର୍କରେ ଜାଣିବା ।
୧. ସ୍ୱର୍ଗତ ଜୟଦେବ ମାଝୀ - କଂଗ୍ରେସ - ୧୯୫୨-୫୭
୨. ସ୍ୱର୍ଗତ ରାଧାମୋହନ ନାୟକ - ଅଲ୍ଇଣ୍ଡିଆ ଗଣତନ୍ତ୍ର ପରିଷଦ - ୧୯୫୭-୧୯୬୧
୩. ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ନାୟକ - କଂଗ୍ରେସ - ୨୧.୬.୧୯୬୧ - ୮.୨.୧୯୬୪
୪. ସ୍ୱର୍ଗତ ପ୍ରସନ୍ନ କୁମାର ଦାସ - କଂଗ୍ରେସ - ୧୯୬୧-୧୯୬୭
୫. ସ୍ୱର୍ଗତ ରାଧାମୋହନ ନାୟକ - ସ୍ୱତନ୍ତ୍ର ପାର୍ଟି - ୧୯୬୭-୧୯୭୧
୬. ସ୍ୱର୍ଗତ ରାଧାମୋହନ ନାୟକ - ସ୍ୱତନ୍ତ୍ର ପାର୍ଟି - ୧୯୭୧-୧୯୭୩
୭. ସ୍ୱର୍ଗତ ରୁଦ୍ରମୋହନ ଦାସ - କମୁ୍ୟନିଷ୍ଟ ପାର୍ଟି - ୧୯୭୪-୧୯୭୭
୮. ପୁରୁଷୋତମ ନାୟକ - ଜନତା - ୧୯୭୭-୧୯୮୦
୯. ସ୍ୱର୍ଗତ କଙ୍ଗୋଇ ସିଂହ - କଂଗ୍ରେସ - ୧୯୮୦-୧୯୮୫
୧୦. ସ୍ୱର୍ଗତ କଙ୍ଗୋଇ ସିଂହ - କଂଗ୍ରେସ - ୧୯୮୫-୧୯୯୦
୧୧. ସୁଦାମ ମାରାଣ୍ଡି - ସ୍ୱାଧୀନ - ୧୯୯୦-୯.୧.୧୯୯୨
୧୨. ଅଜେନ ମୂର୍ମୁ- ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା - ୧୯୯୫-୨୦୦୦
୧୩. ପୁରୁଷୋତମ ନାୟକ - ସ୍ୱାଧୀନ - ୨୦୦୦-୨୦୦୪
୧୪. ଚୈତନ୍ୟ ପ୍ରସାଧ ମାଝୀ - ବିଜେଡି - ୨୦୦୪-୨୦୦୯
୧୫. ଶ୍ରୀମତୀ ସରୋଜିନୀ ହେମ୍ବ୍ରମ - ବିଜେଡି- ୨୦୦୯-୨୦୧୪
୧୬. ସୁଦାମ ମାରାଣ୍ଡି - ବିଜେଡି - ୨୦୧୪ରୁ ଏଯାବତ