ବିଜେଡିର ନୂଆ ମୁଖପାତ୍ର ,ପ୍ୟାନେଲିଷ୍ଟ
ବିଜେଡିର ନୂଆ ମୁଖପାତ୍ର ,ପ୍ୟାନେଲିଷ୍ଟ
admin
Sep 4, 2019 - 08:37
Updated: Sep 4, 2019 - 08:37
ଭୁବନେଶ୍ୱର: ବିଜେଡି ପକ୍ଷରୁ ଜାରି କରାଯାଇଛି ନୂଆ ମୁଖପାତ୍ର ତାଲିକା । ଏଥିରେ ମିଡିଆ କୋର୍ଡିନେଟରଭାବେ ସାଂସଦ ସସ୍ମିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୫ ଜଣଙ୍କୁ ଜାତୀୟ ମୁଖପାତ୍ରଭାବେ ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ୧୪ ଜଣଙ୍କୁ ବିଜେଡିର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ୧୦ ଜଣଙ୍କୁ ପ୍ୟାନେଲିଷ୍ଟଭାବେ ଦାୟିତ୍ୱ ଦିଆଯାଇଛି । ତେବେ କାହାକୁ କେଉଁ ଦାୟିତ୍ୱ ଦିଆଯାଇଛି ଆସନ୍ତୁ ଜାଣିବା ।
ମିଡିଆ କୋର୍ଡିନେଟର- ସସ୍ମିତ ପାତ୍ର
ବିଜେଡିର ମୁଖପାତ୍ର
୧- ବିଧାୟକ ପ୍ରତାପ କେଶରୀ ଦେବ
୨-ବିଧାୟକ ଦେବୀପ୍ରସାଦ ମିଶ୍ର
୩- ସାଂସଦ ପ୍ରଶାନ୍ତ ନନ୍ଦ
୪- ସାଂସଦ ରମେଶ ଚନ୍ଦ୍ର ମାଝୀ
୫- ବିଧାୟକ ବ୍ୟେମକେଶ ରାୟ
୬- ସୁବାସ ଚୌହାନ
୭- ଆକଶ ଦାସନାୟକ
୮- ସୁବାସ ଦାସ
୯-ଅନୁଭବ ପଟ୍ଟନାୟକ
୧୦- ଲେନିନ ମହାନ୍ତି
୧୧- ସୁଲତା ଦେଓ
୧୨- ଲୋପାମୁଦ୍ରା ବକ୍ସିପାତ୍ର
୧୩- ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର
୧୪- ଭରଦ୍ୱାଜ ମିଶ୍ର
ଜାତୀୟ ମୁଖପାତ୍ର
୧- ସାଂସଦ ପିନାକୀ ମିଶ୍ର
୨-ସାଂସଦ ଅନୁଭବ ମହାନ୍ତି
୩- ସାଂସଦ ଅମର ପଟ୍ଟନାୟକ
୪- ସାଂସଦ ସସ୍ମିତ ପାତ୍ର
୫- ସତ୍ୟନାରାୟଣ ସାହୁ
ପ୍ୟାନେଲିଷ୍ଟ
୧- ମିହିର ମହାନ୍ତି
୨- ସନ୍ତୋଷ ଲେଙ୍କା
୩-ବିଶ୍ୱଜିତ ମହାନ୍ତି
୪- ସଞ୍ଜୟ ବାବୁ
୫- ହରିଶ ଚୌଧୁରୀ
୬- ତପନ ଦାସ
୭- ଦୁର୍ଗା ସାମନ୍ତରାୟ
୮- ପ୍ରିୟବ୍ରତ ମାଝୀ
୯- ଚକ୍ରଧର ଦାସ
୧୦- ଓମ ପ୍ରକାଶ ସାହୁ