ବିଦୁ୍ୟତ ,ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା

ବିଦୁ୍ୟତ ,ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା

ବିଦୁ୍ୟତ ,ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା
ଭୁବନେଶ୍ୱର: ରାଜ୍ୟରେ ବିଦୁ୍ୟତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା । ସେହିପରି ସଡକ ପରିବହନ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ଏମାନଙ୍କୁ ସ୍ପଟ ଭ୍ୟାକସିନେସନ କରାଯିବ ବୋଲି ଜଣାପଡିଛି । ଜରୁରୀ ସେବାରେ ଥିବା ୩ ବିଭାଗ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ବିଦୁ୍ୟତ, ପରିବହନ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଟିକା ଦିଆଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏନେଇ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତି ହୋଇଛି । ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳ, ମୁ୍ୟନିସପାଲ କମିଶନର ଓ ସିଡିଏମଓଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସ୍ୱାସ୍ଥ ବିଭାଗ ନିଦେ୍ର୍ଧଶ ଦେଇଛି ।