ବିଧାୟକଙ୍କ ହେବ କରୋନା ଟେଷ୍ଟ

ବିଧାୟକଙ୍କ ହେବ କରୋନା ଟେଷ୍ଟ

ବିଧାୟକଙ୍କ ହେବ କରୋନା ଟେଷ୍ଟ
ଭୁବନେଶ୍ୱର:ଆସନ୍ତା ୧୨ରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ରା ବୃଦ୍ଧି ପାଇବାରେ ଲାଗିଛି । ଏପରି ଅନୁଭୂତ ହେଲାଣୀ ଯେ କରୋନାର ଦ୍ୱିତୀୟ ଲହରୀ ଯେପରି ମାଡି ଆସୁଛି । କରୋନାରୁ ସମସ୍ତ ବିଧାୟକ କିପରି ମୁକ୍ତ ରହିବେ । ସେଥି ପାଇଁ ସମସ୍ତ ବିଧାୟକଙ୍କ ପରୋନା ନମୁନା ପରୀକ୍ଷା ହେବ । ସମସ୍ତ ବିଧାୟକଙ୍କ ଆଂଟିଜେନ୍ ଟେଷ୍ଟ ହେବ । ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିବ । ଆଜି ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।