ବୋଲେରୋ ୮ ଲକ୍ଷ ଟଙ୍କା ଜବତ

ବୋଲେରୋ ୮ ଲକ୍ଷ ଟଙ୍କା ଜବତ

ବୋଲେରୋ ୮ ଲକ୍ଷ ଟଙ୍କା ଜବତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ଏକ ବୋଲେରୋ ଗାଡିରୁ ୮ ଲକ୍ଷ ଟଙ୍କା ଜବତ ହୋଇଛି । ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ଟିମ୍‌ ଯାଞ୍ଚ ବେଳେ ଏହି ଟଙ୍କା ଜବତ କରିଛନ୍ତି । ଏହି ମାମଲାରେ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।