ଭାଉଜର ଗଳା କାଟିଲା ଦିଅର !

ଭାଉଜର ଗଳା କାଟିଲା ଦିଅର !

ଭାଉଜର ଗଳା କାଟିଲା ଦିଅର !
କଟକ : ପାରିବାରିକ କଳହକୁ କେନ୍ଦ୍ରକରି ଭାଉଗର ଗଳା କାଟିଲା ଦିଅର । ଚାଉଳିଆଗଞ୍ଜ ଥାନା ଶିଖରପୁର ଅଂଳଚରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ଗୁରୁତର ଅବସ୍ଥାରେ ଭାଉଜକୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଅଭିଯୁକ୍ତ ଦିଅରକୁ ପୋଲିସ ଥାନାରେ ଅଟକ ରଖିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯିବ। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି।