ଭୋଟ ଫଳାଫଳର ଫଟାଫଟ୍ ଖବର : ତାମିଲନାଡ଼ୁରେ ହେୱି ଫାଇଟ୍

ଭୋଟ ଫଳାଫଳର ଫଟାଫଟ୍ ଖବର : ତାମିଲନାଡ଼ୁରେ ହେୱି ଫାଇଟ୍

ଭୋଟ ଫଳାଫଳର ଫଟାଫଟ୍ ଖବର : ତାମିଲନାଡ଼ୁରେ ହେୱି ଫାଇଟ୍
ଚେନ୍ନାଇ : ତାମିଲନାଡ଼ୁରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ନିର୍ବାଚନ କମିଶନଙ୍କ ସୂତ୍ର ଅନୁଯାୟୀ ୨୩୪ ଆସନ ମଧ୍ୟରୁ ୨୭ ଆସନର ଭୋଟ ଗଣତି ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏଆଇଏଡ଼ିଏମକେ ୧୩ ଆସନରେ ଆଗୁଆ ଥିବାବେଳେ ସିପିଆଇ ୧, ସିପିଆଇଏମ୧, ଡିଏମକେ ୧୦, ପିଏମକେ ୨ ଆସନରେ ଆଗୁଆ ରହିଛି । ଏବେ ତାମିଲନାଡ଼ୁରେ ଏଆଇଏଡ଼ିଏମକେର ସରକାର ଅଛି । ପ୍ରଥମ ଥର ପାଇଁ ଡିଏମକେର ଟାଣୁଆ ନେତା କରୁଣାନିଧି ଓ ଏଆଇଏଡ଼ିଏମକେର ଜୟଲଳିତାଙ୍କ ବିନା ଦୁଇ ଦଳ ମଇଦାନକୁ ଓହ୍ଲାଇଛନ୍ତି ।