ମମ୍ମିଙ୍କ ସୁନା ଜିଭ
ମମ୍ମିଙ୍କ ସୁନା ଜିଭ
ପ୍ରାଚୀନ ଇଜିପ୍ଟ ର ମମ୍ମି କାହାଣୀ ବିଷୟରେ ସମସ୍ତେ ଅଳ୍ପବହୁତେ ଅବଗତ । ଇଜିପ୍ଟରୁ ୫୬ ଦୂର କ୍ୟୁସନା ସହର ପାଖରେ ଥିବା କବରସ୍ତାନରେ କେତୋଟି ମମ୍ମିଙ୍କ ଅବଶେଷ ମିଳିଥିଲା । କାଠର କଫିନ ଭିତରେ ଥିବା ହେି ମମ୍ମିଙ୍କ ପାଖେ ସୁନା ଜିଭ, ସୁନା ଆଖି ଥିଲା । ଗବେଷକ ଦଳ କହିଛନ୍ତି ସେ ସମୟରେ ଧନି ଲୋକଙ୍କ କଫିନରେ ସୁନା ତିଆରି ଜିଭ ଓ ଆଖି ରଖାଯାଉଥିଲା ।କ୍ରି କଲେ ମୃତ୍ୟୁ ପରେ ସେମାନେ ଦିବ୍ୟ ପ୍ରାଣୀ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଥିଲା । ଏମିତି କେତେକଜଣଙ୍କ ମମ୍ମିକୁ ମଧ୍ୟ ସୁନାରେ ଆବୃତ୍ତ କରାଯାଉଥିଲା ।




admin 