ମାଡିଗଲା ଟ୍ରକ, ପରିବାରର ୩ ମୃତ

ମାଡିଗଲା ଟ୍ରକ, ପରିବାରର ୩ ମୃତ

ମାଡିଗଲା ଟ୍ରକ, ପରିବାରର ୩ ମୃତ
ଭୁବନେଶ୍ୱର: କୋରାପୁଟ ସୁନାବେଡା ଥାନା ଗାଁରେ ଘଟିଛି ଏକ ଅଘଟଣ । ରାତିରେ ଶୋଇଥିବା ସମୟରେ ଘର ଉପରକୁ ବାଲି ବୋଝେଇ ଟ୍ରକ ମାଡିଗଲା । ଘର ଭିତରରେ ଶୋଇଥିବା ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ପରିବାରର ବାପା, ମାଆ ଓ ୮ ବର୍ଷ ଝିଅର ମୃତ୍ୟୁ ହୋଇଛି । ଗାଁରେ ଲୋକମାନେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି ।