ରାଜ୍ୟରେ କରୋନା ନେଲା ୨୧ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୨୧ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୨୧ ଜଣଙ୍କ ଜୀବନ
ଭୁବନେଶ୍ୱର: ଆଜି ରାଜ୍ୟରେ ୨୧ ଜଣଙ୍କ କରୋନା ଯୋଗୁଁ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୩୭୮କୁ ବୃଦ୍ଧି ପାଇଛି । କଳାହାଣ୍ଡି-୩, ଖୋର୍ଦ୍ଧା-୨, କୋରାପୁଟ-୨, ମୟୁରଭଞ୍ଜ-୨, ସମ୍ବଲପୁର-୨, ସୁନ୍ଦରଗଡ-୨, ବରଗଡ-୧, ବଲାଙ୍ଗିର-୧, କଟକ-୧ କନ୍ଧମାଳ-୧, କେନ୍ଦୁଝର-୧, ନୟାଗଡ-୧, ନୂଆପଡା-୧ ଓ ପୁରୀ-୧ ଜଣ ଜିଲ୍ଲାରେ କରୋନା ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୫୫୨, ବାଲେଶ୍ୱରରେ ୪୦୮, ବରଗଡ଼ରେ ୩୩୯, ଭଦ୍ରକରେ ୪୩୧, ବଲାଙ୍ଗୀରରେ ୨୮୮, ବୌଦ୍ଧରେ ୨୧୩, କଟକରେ ୮୬୭, ଦେବଗଡ଼ରେ ୧୦୭, ଢେଙ୍କାନାଳରେ ୧୬୨, ଗଜପତିରେ ୮୨, ଗଞ୍ଜାମରେ ୧୯୬, ଜଗତସିଂହପୁରରେ ୩୦୨, ଯାଜପୁରରେ ୩୭୮, ଝାରସୁଗୁଡ଼ାରେ ୩୦୭, କଳାହାଣ୍ଡିରେ ୨୯୯, କନ୍ଧମାଳରେ ୮୮, କେନ୍ଦ୍ରାପଡ଼ାରେ ୧୫୬, କେନ୍ଦୁଝରରେ ୧୬୫, ଖୋର୍ଦ୍ଧାରେ ୧୪୬୦, କୋରାପୁଟରେ ୨୮୦, ମାଲକାନାଗିରିରେ ୧୦୨, ମୟୂରଭଞ୍ଜରେ ୫୦୭, ନବରଙ୍ଗପୁରରେ ୩୫୧, ନୟାଗଡ଼ରେ ୨୭୭, ନୂଆପଡ଼ାରେ ୨୩୨, ପୁରୀରେ ୩୫୬, ରାୟଗଡାରେ ୧୭୦, ସମ୍ବଲପୁରରେ ୫୪୭, ସୋନପୁରରେ ୨୫୨, ସୁନ୍ଦରଗଡ଼ରେ ୯୮୩ ଓ ରାଜ୍ୟ ପୁଲରେ ୨୪୨ ଜଣ ଚିହ୍ନଟ ହୋଇଛନ୍ତି ।