ସୁପ୍ରିମକୋର୍ଟରେ ସ୍ତମ୍ଭ ବିବାଦ
ସୁପ୍ରିମକୋର୍ଟରେ ସ୍ତମ୍ଭ ବିବାଦ
ପୂର୍ବରୁ ଜାତୀୟ ପ୍ରତୀକରେ ଥିବା ସିଂହ ଅତ୍ୟନ୍ତ ଶାନ୍ତ ଓ ସୌମ୍ୟ ମୁଦ୍ରାର ହୋଇଥିବା ବେଳେ ନୂଆ ନିର୍ମିତ ସିଂହ ଅତ୍ୟନ୍ତ ରୁକ୍ଷ ଓ କୋ୍ରଧି ଭଳି ଦେଖାଯାଉଛି । ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ଜାତୀୟ ସ୍ୱାର୍ଥକୁ ଆଘାତ ପହଞ୍ଚିଇଛି ।




admin 