ହରିଣ ଛାଲ ସହ ବଜ୍ରକାପ୍ତା କାତି ଉଦ୍ଧାର, ୫ ଗିରଫ

ହରିଣ ଛାଲ ସହ ବଜ୍ରକାପ୍ତା କାତି ଉଦ୍ଧାର, ୫ ଗିରଫ

ହରିଣ ଛାଲ ସହ ବଜ୍ରକାପ୍ତା କାତି ଉଦ୍ଧାର, ୫ ଗିରଫ
ଢେଙ୍କାନାଳ: କପିଳାସ ବନାଞ୍ଚଳରୁ ବଜ୍ରକାପ୍ତା କାତି ଉଦ୍ଧାର କରାଯାଇଛି । ହରିଣ ଛାଲ ସହ ବଜ୍ରକାପ୍ତା କାତିକୁ ବନ ବିଭାଗ ଉଦ୍ଧାର କରିଛି । ଏହି ଘଟଣାରେ ବନ ବିଭାଗ ମୋଟ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ହରିଣ ଛାଲ ସହ ବଜ୍ରକାପ୍ତା କାତି ଚୋରା ଚାଲାଣ ସମ୍ପର୍କରେ ବନ ବିଭାଗ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରିଥିଲା ।