୧୧ ଆଇପିଏସଙ୍କୁ ୧୧ ଟି ଜିଲ୍ଲାର ଦାୟିତ୍ୱ

୧୧ ଆଇପିଏସଙ୍କୁ ୧୧ ଟି ଜିଲ୍ଲାର ଦାୟିତ୍ୱ

୧୧ ଆଇପିଏସଙ୍କୁ ୧୧ ଟି ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର : ସାମୁଦ୍ରିକ ଝଡ ଫୋନି ମୁକାବିଲା କରିବା ପାଇଁ ୧୧ ଆଇପିଏସଙ୍କୁ ୧୧ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଯାଜପୁର-ଏସ୍.କେ.ଉପାଧ୍ୟାୟ , ଜଗତସିଂହପୁର-ପ୍ରାଣବିନ୍ଦୁ ଆଚାର୍ଯ୍ୟ , ଭଦ୍ରକ-ବିନୟତୋଷ ମିଶ୍ର, ଖୋର୍ଦ୍ଧା-ଆର୍.ପି. କୋଚେ , ପୁରୀ-ଏସ୍.କେ.ପ୍ରିୟଦର୍ଶୀ, କେନ୍ଦ୍ରାପଡା-ଅରୁଣ ବୋଥ୍ରା, ଗଞ୍ଜାମ-ଅମିତାଭ ଠାକୁର, ନୟାଗଡ-ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ୱର-ଅମିତେନ୍ଦ୍ର ନାଥ ସିହ୍ନା , କଟକ- ନିଖିଳ କୁମାର କନୋଡିଆ, ମୟୂରଭଞ୍ଜ-ସିଡଫିନ ଅହମ୍ମଦଙ୍କୁ ଦାୟିତ୍ୱ ଦିଆଯାଇଛି ।