୨ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ

୨ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ

୨ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ
ଭୁବନେଶ୍ୱର: ଓୟୋ ହୋଟେଲରୁ ପ୍ରାୟ କୋଟିଏ ଟଙ୍କା ଜବତ ଘଟଣା । ଗିରଫ ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲା ବିଭାଗ । ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଅନ୍ୟ ଜଣେ ସବ୍ ଇନ୍ସପେକ୍ଟର ମଧ୍ୟ ସ୍କାନରରେ ରହିଥିବା ସୂଚନା ମିଳିଛି । ସଂପୃକ୍ତ ଏସଆଇଙ୍କୁ ସ୍ୱେଶାଲ ସ୍କ୍ୱାଡରୁ ରିଜର୍ଭକୁ ପଠାଇ ଦିଆଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।