୮୮ କରୋନା ଆକ୍ରାନ୍ତ ସୁସ୍ଥ

୮୮ କରୋନା ଆକ୍ରାନ୍ତ ସୁସ୍ଥ

୮୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୬୮ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୦, ସମ୍ବଲପୁରରେ ୯, ବାଲେଶ୍ୱରରେ ୭, ଯାଜପୁରରେ ୬, ଖୋର୍ଦ୍ଧାରେ ୬, ବରଗଡ଼ରେ ୪, କଟକରେ ୪, ମୟୂରଭଞ୍ଜରେ ୪, ପୁରୀରେ ୪, ଅନୁଗୁଳରେ ୩, ବଲାଙ୍ଗୀରରେ ୩, ଦେବଗଡ଼ରେ ୩, କେନ୍ଦ୍ରାପଡ଼ାରେ ୩, କେନ୍ଦୁଝରରେ ୩, ଗଞ୍ଜାମରେ ୨, କଳାହାଣ୍ଡିରେ ୧, କୋରାପୁଟରେ ୧, ନୂଆପଡ଼ାରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ଜଣେ ସୁସ୍ଥ ହୋଇଛନ୍ତି ।