ଅଧ୍ୟାପକଙ୍କୁ ମିଳିମିଶିି ପିଟିଲେ

ଅଧ୍ୟାପକଙ୍କୁ ମିଳିମିଶିି ପିଟିଲେ

ଅଧ୍ୟାପକଙ୍କୁ ମିଳିମିଶିି ପିଟିଲେ
ରାଉରକେଲା: ଜଣେ ଅଧ୍ୟାପକଙ୍କୁ ନିର୍ଦ୍ଧୁମ ଛେଚା । ସେକ୍ଟ-୩ ଜୁନିଅର କଲେଜ ଅଧ୍ୟାପକଙ୍କୁ ଉତ୍ତମ ମଧ୍ୟମ । କଲେଜର ଛାତ୍ର ଓ ଅଣଛାତ୍ର ମିଳିମିଶି ସମ୍ପୃକ୍ତ ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ଏତଲା ଦିଆଯାଇଛି । ତେବେ ମାଡ଼ ଘଟଣାକୁ ନେଇ କଲେଜ ପାଖରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିସ୍ଥିତିକୁ ଦେଖି ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ମାଡ଼ ମରାଯିବା କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ ।